ଅନ୍ଧକାର ଘେରା ଧରାରେ, ମୁକତି ଦୀପ ଜ୍ଵଳାଇବା

ଗ୍ରାମରେ ନଗରେ ଗିରି କନ୍ଦରରେ

ଜାଳିବା ଲଜିତ ନୋହିବା … (ଘୋଷା)


ମରୁ ମରୀଚିକା ଜଗତେ, ତୃଷିତ ପରାଣର ହିତେ

ଜୀବନର ଝର ବହୁଛି କୁଶରେ

କ୍ଲାନ୍ତ ଜନତା ଆସରେ….|୧|


ଶୁଣି ନାହିଁ କି ସେ ଆଦେଶ, ଯାଅ ସମସ୍ତ ଜାତି ପାଶ,

କୁହ ମୁକ୍ତି ଅଛି ଯୀଶୁଙ୍କ ପାଶରେ,

ନ ରଖି ଲଜା ମନରେ….|୨|