ananta jibana paibaku chahen /ଅନନ୍ତ ଜୀବନ ପାଇବାକୁ ଚାହେଁ

ଅନନ୍ତ ଜୀବନ ପାଇବାକୁ ଚାହେଁକଣ କରିବି ମୁହିଁ (୪ଥର)ପଚାରିଲେ ଜଣେ ଧନମାନ ବ୍ୟକ୍ତି…ଯୀଶୁଙ୍କ ଆଗ୍ରହୀ ହୋଇ -0- ନୈତିକ ଜୀବନ କାଟୁଅଛି ନୀତି ବ୍ୟବସ୍ଥା ପାଳନ କରି ହୋ…(୨ଥର)ଯୌବନ କାଳର ବିଧ୍ଵ ବିଧାନକୁ ନେଇଛି ମୁଁ ଆଦରିକୁହ ଏବେ ମୋତେ କର୍ତବ୍ୟ ମୋହର (୨ଥର)କରିବାକୁ ଚାହେଁ ମୁହିଁ (୨ଥର)ଅନନ୍ତ ଜୀବନ… ଯୀଶୁ ତାଙ୍କୁ ଚାହିଁ କହିଲେ ପ୍ରେମରେ ଉଣା ଗୋଟିଏ ବିଷୟ ହୋ…(୨ଥର)କର ବିତର ଦରିଦ୍ର ମାନଙ୍କୁ ସର୍ବସ୍ବ କରି ବିକ୍ରୟଅନୁଗାମୀ ହୁଅ ଅନନ୍ତ ଜୀବନ (୨ଥର)ପାଇବାକୁ […]

anadi ananta he prabhu moro asima /ଅନାଦି ଅନନ୍ତ ହେ ପ୍ରଭୁ ମୋର ଅସୀମ

ଅନାଦି ଅନନ୍ତ ହେ ପ୍ରଭୁ ମୋର ଅସୀମ ପ୍ରେମ ତୁମର (୨ଥର)ଏଡ଼େ ପ୍ରେମ କଲ ! ନିଜ ପ୍ରାଣ ଦେଲକରିବାକୁ ଆପଣାର ପାପ ରୋଗେ ରୋଗି ପ୍ରତିଫଳ ଭୋଗି ସଢ଼ୁଥୁଲି ମୁଁ ଜଗତେନିରାଶ ଜୀବନେ ନିରୁପାୟ ପ୍ରାଣେ ନ ଥୁଲେ କେହି ମରତେ ହୋ…(୨ଥର)ଆସିଲ ନିକଟେ ନେଲ ନିଜ ହସ୍ତେବଞ୍ଚାଇଲ ଦେଇ ନିଜ ରକ୍ତେ ସରଗର ସୁଖ ତେଜି ମୋ କାରଣେ ମାନବ ରୂପେ ଆଇଲମୋ ତ୍ରାଣ କାରଣେ ନିଜ ବଳି ଦାନେ ମୋ ପରିତ୍ରାଣ ସାଜିଲ […]

ananta jibana jhare jibanta /ଅନନ୍ତ ଜୀବନ ଝରେ ଜୀବନ୍ତ

ଅନନ୍ତ… ଜୀବନ ଝରେ ଜୀବନ୍ତ ପଥରଠାରେଯୀଶୁ ହିଁ ତାଙ୍କରି ନାମ ଜୀବନ୍ତ ପଥର ଆମତାଙ୍କରି ଚରଣେ ନିଅ ଚରଣ ଥରେ… ଝଞ୍ଜା ବିପଦ ଆସିଲେ କେବେ ବି ସେ ଆଶା ଟଳିବ ନାହିଁଶକତିରେ ଭରା ସେହି ପଥରକୁ ମରଣ ବି ଜିତି ନାହିଁବୁଝିନି ମଣିଷ ହେଲେ ସେ ତା ଲାଗି ପ୍ରାଣ ଦେଲେ ସେ ମୋହରେ କୋଣର ପଥର ଯୀଶୁ ରାଜା ହେବେ ତାଙ୍କଠାରେ ଆମେ ରହିଏକ ହୋଇ ଚାଲ ଗଢିବା ମନ୍ଦିର ନିଜ ମନ ପ୍ରାଣ […]

ananta jibana rahichi jishunka krusha /ଅନନ୍ତ ଜୀବନ ରହିଛି

ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେଚାଲିଯିବା ସେ ପଛେ ଚାଲିବା (ଘୋଷା) ଦୁଃଖ ଅଛି କୁଶ ପଥରେ ନୁହେଁ ତା ଚିରଦିନ (୨ଥର)ସରିଯିବ ସେହି କ୍ରନ୍ଦନ ହେବା ମହୀୟାନ ( ୨ ଥର)ଆସ ଯିବା ସାନ୍ବନା ଲଭିବା .. |୧| ଝରୁଅଛି ମଧୁ ସଂଗୀତ ଚିରଶାନ୍ତି ପ୍ରାଣ ନେଇ ( ୨ ଥର)ଚିର ଜ୍ୟୋତଃ ଭରା ସିୟୋନ ଅଛି ପଥ ଚାହିଁ ( ୨ ଥର)ଚାଲ ଯିବା ସେ ଲକ୍ଷ୍ୟ ପାଇଁ … |୨| ସୂଚୀମାଳାକୁ […]

antara mo kandhuchi /ଅନ୍ତର ମୋ କାନ୍ଧୁଛି

ଅନ୍ତର ମୋ କାନ୍ଧୁଛି ପାପେ ପଡ଼ି ବାରମ୍ବାରଅପରାଧ ମୁଁ ଅବିବେକି (୨ ଥର)ଫେରି ମୁଁ ଆସିଛି ଅନୁତାପ କରି (୨ଥର)କରିଛି ସତ ଅନେକ ଦୋଷ କ୍ଷମାକର ଜଗଦୀଶ …|୦| ମନଆତ୍ମା ଭାବନା ମୋ ପାପରେ ହଜିଛି।ଅନ୍ଧକାରେ ଏ ଜଗତେ ପାପରେ ଲୁଚୁଛିସାହା ହୁଅ ଏ ସହାୟ ଦୟାରେ କ୍ଷମାକର … |୧| ଭ୍ରାତା ଭଗ୍ନି ଓ ତୋ ବିରୁଦ୍ଧ କରିଛି ପାପ ମୁଁସାଧୁ ସ୍ଵାଧୀ ଓ ଯୀଶୁ ପାଶେମିନତି କରେମୁଁ, କ୍ଷମାକର ପାପ ମୋରକ୍ଷମା ର ତୁମେ […]

anantara jhuruchi mo galgatha ra prema /ଅନ୍ତର ଝୁରୁଛି ମୋ ଗଲଗଥାର ପ୍ରେମ

ଅନ୍ତର ଝୁରୁଛି ମୋ ଗଲଗଥାର ପ୍ରେମ ପାଇଁହୃଦୟ ଜଳୁଛି ମୋ କୁଶେ ଭରା ସ୍ନେହ ପାଇଁ (୨ଥର)କି ଯାତନା କି ଯନ୍ତ୍ରଣା ନିଜ ଅଙ୍ଗେ ନେଲ ବୋହି ହୋ…ସେ ପ୍ରେମର ସୀମା ନାହିଁ ବନ୍ଧୁ ବୋଲି ପ୍ରେମ କରି ଜୀବନ ଦିଏ କିଏ କାହା ପାଇଁବିରଳ ସେ ପ୍ରେମର ଛବି ଆଙ୍କି ଦେଲେ ସେ ମୋ ପାଇଁ ହୋ… (୨ଥର)ମୋ ପାପର ଜ୍ଜଳା କଣ୍ଟକ ସାଜିଲାବହିଗଲା ରକ୍ତ ନଇ ହୋ…ମୋ ପାପର କ୍ଷମା ପାଇଁ କୁଶ ପରେ […]

antara dekhanti antarjami /ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମି

ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମିବୁଝନ୍ତି ମନର ବେଦନାଅଶାନ୍ତି ହୃଦୟ ତାଙ୍କ ବିନାକିଏ ଦେଇପାରେ ଶାନ୍ତି ସାନ୍ତନା … |୦| ଲୋତକର ଭାଷା ବୁଝି ସେ ପାରନ୍ତି।ଲୋତକର ଧାରା ସେ ପୋଛି ଦିଅନ୍ତିକ୍ଷତି ଦେଇ ପୁଣି ସେ କ୍ଷତ ବାନ୍ଧନ୍ତିଦିଅନ୍ତି ଅନ୍ତରରେ ସାନ୍ବନା |୧| ମନର ଭାବନା ସେ ଜାଣି ପାରନ୍ତି।କଳପନା ଯେତେ ସେ ବୁଝିପାରନ୍ତିକିଛି ହିଁ ନୁହେଁ ତାଙ୍କ ଅଗୋଚରମଣିଷ ତା ବୁଝି ପାରେନାତଥାପି ସେ ଫେରି ଆସେନା |୧| ସୂଚୀମାଳାକୁ ଫେରନ୍ତୁ         […]

antara mora kahe /ଅନ୍ତର ମୋର କହେ

ଅନ୍ତର ମୋର କହେ ଏଇ ଅନ୍ତର ମୋର କହେତୋ ପାଇଁ ଜଣେ ବେଦନା ସହେ (ଘୋଷା)ଦୋଷ ପାପ ତାପ ମିଛ ଅଭିମାନବୃଥା ଗୌରବ ଆଣେ ଅପମାନସେଇ ପାପ ଧୋଇ କ୍ଷମିବାର ପାଇଁକ୍ରୁଶ ପୁଣି ସେ ଯେ ବହେ (୧)ଭରି ଦିଏ ମୁହିଁ ସତ ଲାଞ୍ଚନାଯୀଶୁ ରାଜ ପାଇଁ ଖାଲି ପ୍ରତାରଣାସବୁ ସାହି ଯାଇ ମୋର ମୁକ୍ତି ପାଇଁକ୍ଷମା ପୁଣି ସେ ଯେ ଦିଏ (୨)ତଥାପି ସେ ସତେ ନିରିମମ ଏତେଫେରିନି ଥରଟେ ତାଙ୍କରି ପଥେମନ ଚାହେଁ ମୋର […]

asanta jagate papo dukha soke ଅଶାନ୍ତ ଜଗତେ, ପାପ ଦୁଃଖ ଶୋକେ

ଅଶାନ୍ତ ଜଗତେ, ପାପ ଦୁଃଖ ଶୋକେଅଟକି ତୁମେ ନିରାଶପାଇବ ଶାନ୍ତି, ପାଇବ ତୃପ୍ତିଯୀଶୁ ପାଶେ ଫେରି ଆସ … (ଘୋଷା) ତୁମ ହୃଦୟ ର ସବୁ ଦୁଃଖତୁମ ଜୀବନର ସବୁ ବୋଝତୁମ ସମସ୍ୟା ଓ ଚିନ୍ତା ଦୁଃଖଦୂର କରି ଯୀଶୁ ଦେବେ ସୁଖ (୨ ଥର)ଶାନ୍ତି ରାଜା ଯୀଶୁ ଜଗତ କରତାକରନ୍ତି ନାହିଁ ନିରାଶ… |୧| ଯୀଶୁ ଯେ ପ୍ରେମର ନିରିଝରଯୀଶୁ ପାପ କ୍ଷମାର ଭଣ୍ଡାରଆମକୁ ଦେବାକୁ ସବୁ ସୁଖଭୋଗିଲେ କୁଶରେ କେତେ ଦୁଃଖଚିର ଜୀବନ ନିରିଝର […]

andha mu je patha jae bhuli /ଅନ୍ଧ ମୁଁ ଯେ ପଥ ଯାଏ ଭୁଲି

ଅନ୍ଧ ମୁଁ ଯେ ପଥ ଯାଏ ଭୁଲିଭ୍ରାନ୍ତି ସ୍ରୋତେ ଭାସିଯାଏ ଚାଲିହୁଅ ପ୍ରଭୁ ସାଥ୍ ମୋରଆଜି ଆଉ କାଲି…. (ଘୋଷା) ସାଥିହରା ହୋଇ ଏ ସଂସାରେଜ୍ୟୋତି ହରା ଏଇ ଜୀବନରେହୁଅ ପ୍ରଭୁ ସାଥି ମୋରଆଜି ଆଉ କାଲି… |୧| ଦୃଶ୍ୟଭରା ଏହି ଜଗତରେ,ଅସୀମ ତା’ ରୂପ ସୁଷମାରେ,(ଯେବେ) ଜ୍ଞାନ ହରା ହୋଇ ସେ ସୁରାରେଡୁବିଯାଏ ଚିତ୍ତ ସେ ମାୟାରେହୁଅ ପ୍ରଭୁ ସାଥ୍ ମୋରଆଜି ଆଉ କାଲି…. |୨| ଅଶ୍ରୁ ଯେବେ ଝରେ ନୟନରେ ପୋଛି ତବ ଦିବ୍ୟ […]