achanti sarba byaapi moro sangare /ଅଛନ୍ତି ସର୍ବବ୍ୟାପୀ ମୋର ସଙ୍ଗରେ

ଅଛନ୍ତି ସର୍ବବ୍ୟାପୀ ମୋର ସଙ୍ଗରେଏଣୁ ମୁହିଁ ସ୍ଥିରଚିତ୍ତ ଅନୁକ୍ଷଣରେ । ଘୋଷା । ହେବେ ସେ ସଙ୍ଗୀ ମୋହର, ଘୁଞ୍ଚିବ ସର୍ବ ଡରଭୟ ନୋହିବ ମୋ ମନ ଗଲେ ଅନ୍ଧାରେ ା ୧ । ଘେରିଲେ ହେଁ ଘୋର କ୍ଳେଶ ନୋହିବି ମୁଁ ନିରାଶସର୍ବକାଳେ ନିର୍ଭର ମୁଁ ଦେବି ପ୍ରଭୁରେ ା ୨ । ମୃତ୍ୟୁଚ୍ଛାୟାର ପଦାରେ ମୋର ଗମନ ହେଲେ,ଭୟ ଜାତ ନୋହିବ ଯେ ମୋର ମନରେ ା ୩ । ଶୁଣିବେ ସେ ମୋ […]

anadi ishwara dayaa ra saagara /ଅନାଦି ଈଶ୍ୱର ଦୟାର ସାଗର

ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର ଅଭାବ ମୋହର କରିବେ ସେ ଦୂର,କି ହେତୁ ହେବି ମୁଁ ଚିନ୍ତାରେ କାତର । ଘୋଷା ।  ସକଳ ପଥ ମୋର, ଅବସ୍ଥା ଆବର ଅଟେ ତାଙ୍କୁ ଗୋଚର,ଦୁର୍ଦ୍ଦଶା କାଳରେ ହୋଇବେ ସଙ୍ଗରେ ନାଶିବେ ମନରୁ ଆପଦର ଡର । ୧ ।  ପିତାମାତା ଭ୍ରାତାଦି ଯେତେକ ସ୍ୱଜାତି ଛାଡ଼ିଲେ ନାହିଁ ଭୀତି,ରଖିବେ ଆବୋରି ସ୍ୱବାହୁ ବିସ୍ତାରି ନ କରିବେ ମୋତେ ଛାମୁରୁ ଅନ୍ତର । ୨ । ପାପରୂପ ଗରଳ […]

Odia Christian Songs with Letter-A ଅ

ମୁଖ୍ୟ ସୂଚୀମାଳାକୁ ଫେରନ୍ତୁ ଅଛନ୍ତି ସର୍ବବ୍ୟାପୀ ମୋର ସଙ୍ଗରେ ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର ଅଟେ କି ବହୁମୂଲ୍ୟ ସାଧୁ ମରଣ ଅନନ୍ତ ଈଶ୍ୱର ଯୀଶୁ ତାଙ୍କ ମହାନାମ ହେ ଅରୂପ ରୂପ ଦୃଶ୍ୟ ହୋଇଲେ ଅନ୍ତର ଖୋଲି … ଅନ୍ତର ଖୋଲି, ଅମର ଈଶ ସୁତରେ ଅନ୍ଧକାର ଘେରା ଧରାରେ ଅନ୍ଧକାର ଘେରା ମୋର ଏ ଜୀବନେ ଅନ୍ଧାର ଦିଅ ଦୂର କରି ଅନନ୍ତ ଆକାଶ ତଳେ ଅନନ୍ତ ଜୀବନ ମୁଁ […]