3. Ate ki bahumulya saadhu marana – ଅଟେ କି ବହୁମୂଲ୍ୟ ସାଧୁ ମରଣ
ଅଟେ କି ବହୁମୂଲ୍ୟ ସାଧୁ ମରଣ ! ଈଶ୍ୱରଙ୍କ ଦୃଷ୍ଟିରେ ଅତି ମନୋରମ । ଘୋଷା । ପ୍ରଭୁରେ ଥାଇ ଯାହାର ଘଟଇ ହେ ମରଣ, ଧନ୍ୟ ସେ ଧାର୍ମିକ, ଧନ୍ୟ ତାର ଜୀବନ । ୧ । ଈଶ୍ୱରଙ୍କ ଦୂତଗଣ ତାର ଆତ୍ମା ଘେନିଣ, ସ୍ୱର୍ଗେ ଅବ୍ରାହାମ କୋଳେ ଦିଅନ୍ତି ସ୍ଥାନ । ୨ । ସବୁ ପରିଶ୍ରମରୁ ସେ ପାଏ ଶାନ୍ତି ବିଶ୍ରାମ, ତାର ସବୁ କର୍ମ ହୁଏ ପଶ୍ଚାଦଗମନ । […]